Tea Morning Good Morning! ଧ୍ୟାନ ପଶ୍ଚାତ ଶକ୍ତି ଓ ଶାନ୍ତି। ଉଠ ମଠ ନ କର ଆଉ, ରାତି ପାହିଲାଣି, ପଛେ ନ ରାବଇ କାଉ। ବାସ୍ ଚଢ଼େଇ ମାନଙ୍କ ଟିକେ ଚାଇଁ ଚାଇଁ। 😀 ବର୍ଷା ଭରା ଶୀତଦିନ। ଲଡ଼ୁ ଖାଇ, ଗରମା ଗରମ୍ ଚିନାବାଦାମ ଖାଇ, କାୟା ମନ ଶକ୍ତିଯୁକ୍ତ ସ୍ଫୁର୍ତ୍ତି ଭରା ହୁଏ, ଯେବେ ସଜବାଜ ଏ ଗରମା ଗରମ ଆହା ଚାହାଟିକ ପିଇ 😀। ଆନନ୍ଦ ପାଇ ଏ ମନ, coding କରଇ, ପଢ଼ଇ ମନ ଧ୍ୟାନ ଦେଇ।🙏🏻 ଚାହା, ଚା: ସ୍ବାସ୍ଥ୍ୟ, ସ୍ଵାଦ, ଗରମା ଗରମ୍, ଅଦା, ଗୋଲ ମରିଚ, କଞ୍ଚା ହଳଦୀ, ମସଲା ପତ୍ର, ଡାଲଚିନି, ଖଣ୍ଡଚିନି, ଶୁଦ୍ଧ ଜୈବିକ ଦୁଗ୍ଧ, lemon grass, ଲବଙ୍ଗ, ଏବଂ ଅନ୍ୟ, ଦେଶୀ ଜୈବିକ ଚାଷ ଓ ଚାଷୀ,ପ୍ରବୀଣ କୁମାର ପତି, ଓଡ଼ିଆ, Tea, Morning, Study, Coding, post Meditation, ମନ ଧ୍ୟାନ, ଅଧ୍ୟୟନ। ©PP ପ୍ରବୀଣ କୁମାର ପତି


PP

ମାଆ ମା’ ବୋଲି କେତେ ମୁଁ ଡାକିଲି


ମାଆ ମାଆ ବୋଲି କେତେ ମୁଁ ଡାକିଲି,
ମା’ ତ ଶୁଣିଲା ନାହିଁ।
ମାତୃ ମାତେ କହି ମୁଁ ଯେ କେତେ *ଆଦରିଲି,
ହେଲେ ଉତ୍ତର ମିଳିଲା ନାହିଁ।

*ଗୁହାରିଲି *ଖୋଜିଲି

© Prabeen Kumar Pati

© ପ୍ରବୀଣ କୁମାର ପତି

“MO GHATAGAAN TARINI MAA – Prabeen Odia Raw Original Devotional – ମୋ’ ଘଟଗାଁ ତାରିଣୀ ମାଁ” on YouTube


More than 9000 Organic Views on Youtube

ତାରିଣୀ ମୋ ମାଆ ଲୋ

ତାରିଣୀ ମୋ ମା…

ଘଟଗାଁ ତାରିଣୀ

ଘଟଗାଁ ବାସିନୀ

ମୋ ମା।

ତାରିଣୀ ମୋ ମାଆ ଲୋ

ତାରିଣୀ ମୋ ମା।

ତାରିଣୀ ମୋ ମାଆ ଲୋ

ତାରିଣୀ ମୋ ମା।

ଘଣ୍ଟ ଘଣ୍ଟ ହୁଳ ହୁଳି

ଚାଲି ଅଛି ଆରତୀ ଲୋ

ଘଣ୍ଟ ଘଣ୍ଟ ହୁଳ ହୁଳି

ଚାଲି ଅଛି ଆରତୀ ଲୋ…

ତାରିଣୀ ମୋ ମା

ତାରିଣୀ ମୋ ମା

ତାରିଣୀ ମୋ ମାଆ ଲୋ

ତାରିଣୀ ମୋ ମା

ତାରିଣୀ ମୋ ମାଆ ଲୋ

ତାରିଣୀ ମୋ ମା।

ଘଟଗାଁ ତାରିଣୀ

ଘଟଗାଁ ବାସିନୀ

ମୋ ମାଆ।

ତାରିଣୀ ମୋ ମାଆ ଲୋ

ତାରିଣୀ ମୋ ମାଆ,

ତାରିଣୀ ମୋ ମାଆ ଲୋ

ତାରିଣୀ ମୋ ମାଆ,

ତାରିଣୀ ମୋ ମାଆ ଲୋ

ତାରିଣୀ ମୋ ମାଆ…

© ପ୍ରବୀଣ କୁମାର ପତି

Tarini Mo MAA Lo

Tarini Mo Maa.

Ghatagaan Taarini

Ghatagaan Baasini

Mo Maa.

Taarini Mo MAA Lo

Taarini Mo Maa…

Ghanta Ghanta Hula Huli
Chali Achhi Aarati Lo

Ghanta Ghanta Hula Huli
Chali Achhi Aarati Lo…

Taarini Mo MAA

Taarini Mo MAA…

Taarini Mo MAA Lo

Taarini Mo MAA,

Taarini Mo MAA lo

Taarini Mo MAA…

Ghatagaan Taarini

Ghatagaan Baasini

Mo MAA…

TAARINI Mo MAA lo

TAARINI Mo MAA,

TAARINI MO MAA lo

TAARINI MO MAA,

TAARINI MO MAA lo

TAARINI Mo MAA…

© Prabeen Kumar Pati

Devotion to Real Devi MAA TAARINI – TRUE SHAKTI Khanda of Devi SATI

© Prabeen Kumar Pati

“MO GHATAGAAN TARINI MAA – Prabeen Odia Raw Original Devotional – ମୋ’ ଘଟଗାଁ ତାରିଣୀ ମାଁ” on YouTube


More than 9000 Organic Views on Youtube

ତାରିଣୀ ମୋ ମାଆ ଲୋ

ତାରିଣୀ ମୋ ମା…

ଘଟଗାଁ ତାରିଣୀ

ଘଟଗାଁ ବାସିନୀ

ମୋ ମା।

ତାରିଣୀ ମୋ ମାଆ ଲୋ

ତାରିଣୀ ମୋ ମା।

ତାରିଣୀ ମୋ ମାଆ ଲୋ

ତାରିଣୀ ମୋ ମା।

ଘଣ୍ଟ ଘଣ୍ଟ ହୁଳ ହୁଳି

ଚାଲି ଅଛି ଆରତୀ ଲୋ

ଘଣ୍ଟ ଘଣ୍ଟ ହୁଳ ହୁଳି

ଚାଲି ଅଛି ଆରତୀ ଲୋ…

ତାରିଣୀ ମୋ ମା

ତାରିଣୀ ମୋ ମା

ତାରିଣୀ ମୋ ମାଆ ଲୋ

ତାରିଣୀ ମୋ ମା

ତାରିଣୀ ମୋ ମାଆ ଲୋ

ତାରିଣୀ ମୋ ମା।

ଘଟଗାଁ ତାରିଣୀ

ଘଟଗାଁ ବାସିନୀ

ମୋ ମାଆ।

ତାରିଣୀ ମୋ ମାଆ ଲୋ

ତାରିଣୀ ମୋ ମାଆ,

ତାରିଣୀ ମୋ ମାଆ ଲୋ

ତାରିଣୀ ମୋ ମାଆ,

ତାରିଣୀ ମୋ ମାଆ ଲୋ

ତାରିଣୀ ମୋ ମାଆ…

© ପ୍ରବୀଣ କୁମାର ପତି

Tarini Mo MAA Lo

Tarini Mo Maa.

Ghatagaan Taarini

Ghatagaan Baasini

Mo Maa.

Taarini Mo MAA Lo

Taarini Mo Maa…

Ghanta Ghanta Hula Huli
Chali Achhi Aarati Lo

Ghanta Ghanta Hula Huli
Chali Achhi Aarati Lo…

Taarini Mo MAA

Taarini Mo MAA…

Taarini Mo MAA Lo

Taarini Mo MAA,

Taarini Mo MAA lo

Taarini Mo MAA…

Ghatagaan Taarini

Ghatagaan Baasini

Mo MAA…

TAARINI Mo MAA lo

TAARINI Mo MAA,

TAARINI MO MAA lo

TAARINI MO MAA,

TAARINI MO MAA lo

TAARINI Mo MAA…

© Prabeen Kumar Pati

Devotion to Real Devi MAA TAARINI – TRUE SHAKTI Khanda of Devi SATI

© Prabeen Kumar Pati

गणपति कण कण गण गण


ॐ नमो गणेशाय गणपतये
        🙏नमो नमः।🙏
      कण कण गण गण
भक्त पति नमस्तुते प्रति क्षण

~ प्रबीण कुमार पति

कण कण गण गण

bhakti Mantra & Vandana & Prarthana

from Prabeen Kumar Pati

to Lord Ganesha Ganapati

~ Prabeen Kumar Pati

ଓଁ ଗଣ ଗଣ ଗଣେଶାୟ ନମୋ ନମଃ

© Prabeen Kumar Pati

© प्रबीण कुमार पति

~ ©PP. Prabeen Kumar Pati. PSquare

ରାଜକୀୟ ରଜ


ରାଜକୀୟ ରଜ!
ସଂକ୍ରାନ୍ତି ପୂର୍ବ ପହିଲି ରଜ,
ଖୁସିର ପରବ ଖୁସି ବାଣ୍ଟ
ହୋଇ ସଜବାଜ!

Screenshot 2019-06-15 at 12.29.52 AM

“ରାଜକୀୟ ରଜ”

ଖୁସିର ପରବ ଖୁସିର ମେଳ,

ସଂକ୍ରାନ୍ତି ଓ ପହିଲି ରଜ,

ରଜ ଦୋଳି ଖେଳ ରଜ ସଜବାଜ!

କେବେ ଖଟା ତ

କେବେ ମିଠା କୋଳି,

ପହିଲି ରଜ ପ୍ରଥମ ମେଳ

ଖୁସିରେ ନାଚି ଗାଇ ଉଠୁଚି

ଉଠୁଚି ପଡ଼ୁଚି ଦାଣ୍ଡ ଅଗଣା;

ଭଙ୍ଗା ଚୁନା ବଟା ପିଠା ଚାଉଳ

ପୋଡ଼ ପିଠା ସଙ୍ଗେ

ମଣ୍ଡା ଆରିସା କାକରା ପୁର

ପିଠା ପଣା ସହ

ରଜ ଭାର ଉପହାର,

ଭଲ ସବୁ ଆଉ ନିଆରା ଲାଗେ

ଯେବେ ହୁଏ ରଜ ମେଳି

ସାଙ୍ଗ ସଖୀ ସଙ୍ଗେ ଖେଳି

ଝୁମି ଝୁମି ରଜ ଦୋଳି।

😇😊💐👌🤟🙏

ପ::

ସରିବ ରଜ

ମନେ ରହିଥିବ

ରଜ ଦୋଳି ଖେଳ

ଖୁସିର ମେଳ

ପରମ୍ପରା ତଥା

ରୀତି ନୀତି କ୍ରମେ

ଚାଲିବ ହଳ

ନା ଖାଦ୍ୟର ଅଭାବ

ନା ଖୁସିର ସୀମା

ହେବ ପ୍ରଚୁର ଅମଳ…

~ © ପ୍ରବୀଣ କୁମାର ପତି

Prabeen Kumar Pati

#Patra/ପାତ୍ରଙ୍କ ନାମ ମୁଖପାତ୍ର: #BJP/D: Dr. ସମ୍ବିତ ପାତ୍ର / ସସ୍ମିତ #ପାତ୍ର ~ #PP


ପାତ୍ରଙ୍କ ନାମ ମୁଖପାତ୍ର. Patra
Sambit Patra. Sasmit Patra. Spokesperson! BJP. BJD.

~ © Prabeen Kumar Pati 

© ପ୍ରବୀଣ କୁମାର ପତି

‘ଖେଳିବା HOCKEY, ଦେଖିବା HOCKEY’ by Prabeen #OHWC2018 #HWC2018


'ଖେଳିବା HOCKEY'
(ଦେଖିବା HOCKEY)।

ଆରେ ବାଡ଼ି ବଙ୍କା
ମାର ଡ଼ଙ୍କା
ସିଧା ନେ କି
ଅଙ୍କା ବଙ୍କା!


'ଖେଳିବା HOCKEY' 

ଆଖି ଖୋଲିବାର ଅଛି
ଖୋଲା ରଖିବାର ଅଛି
ଭାରତ ଆମ ଖେଳିବ
ଖେଳ ଦେଖିବାର ଅଛି।

'ଖେଳିବା HOCKEY
ଦେଖିବା HOCKEY'

ଚେଇଁ ଥିବ ଭାଇ
ହୋ ଚେଇଁ ଥିବ ଭାଇ
goal ଲାଗଇ
ଦେଖ ଦେଖ ଦେଖ…

'ଖେଳିବା HOCKEY
ଦେଖିବା HOCKEY'

ଭାରତ ଜିତିବ, 
ପ୍ରତ୍ୟକ (ପ୍ରତି ଏକ) match ଜିତିବ...
ହେବ ବିଜେତା...
ଉଡ଼ିବ ଆମର 
ଭାରତୀୟ ତିରଙ୍ଗା ପତାକା
'ଖେଳିବା HOCKEY
ଦେଖିବା HOCKEY'

ହୋ...
Penalty Corner ହଉ କି
Penalty Stroke...
ହଉ ବା ଅଥବା
 Penalty Shoot-Out
ରଖିଥିବା ball...
ରଖି ରଖି ରଖି
ମାରିବା GOAL
କରିବା GOAL
ଏମିତି ଖେଳିବା HOCKEY...

'ଖେଳିବା HOCKEY
ଦେଖିବା HOCKEY'

/*{Announcement:
HOCKEY WORLD CUP 2018 ହେଉଅଛି ଓଡ଼ିଶାରେ ଭୁବନେଶ୍ୱରରେ 
}*/

ଜୟ ଜଗନ୍ନାଥ!
ଜୟ HOCKEY!

||୨||
'ଖେଳିବା HOCKEY
ଦେଖିବା HOCKEY'
'ଖେଳିବା HOCKEY
ଜିତିବା HOCKEY'

କ'ଣ ଭାଇ ଦିଲ୍ଲୀପ ତିର୍କୀ...!

'ଖେଳିବା HOCKEY
ଦେଖିବା HOCKEY'
'ଖେଳିବା HOCKEY
ଜିତିବା HOCKEY'

ଜୟ ଜଗନ୍ନାଥ!
ଜୟ ଜୟ HOCKEY! (ଜୟ Joy HOCKEY!)

WORLD CUP HOCKEY 2018 BHUBANESHWAR ODISHA
ଭାରତ ଜିତିବ
ଆମରି ଆଶା 
ଆଉ ଭରସା...ଭରସା...

'ଖେଳିବା HOCKEY
ଜିତିବା HOCKEY'

~ © ପ୍ରବୀଣ କୁମାର ପତି

Prabeen Kumar Pati
PSquare
SongWriter Lyricist Composer Singer/Writer Prabeen
Self Anthem/Cheer Song for Odisha Hockey Men's World Cup 2018
Bhubaneshwar (Odisha, India) #HWC2018
Note: Originally Composed on-the-fly on 23rd September 2018 & published through Audio-Recording of the Raw Original Firsts. SoundCloud. YouTube.
No additional lyrics/words added. As-is Original First.

“ଆମ ଓଡ଼ିଶା” “ଆସ ଓଡ଼ିଶା” #Odisha


ଆଜିର ଚିନ୍ତାଧାରା ଅନୁଚିନ୍ତା:
“ଆମ ଓଡ଼ିଶା”
“ଆସ ଓଡ଼ିଶା”

ଆସ_ଓଡ଼ିଶା

ThoughtForTheDay #Odisha

#AmaOdisha🙏#AsaOdisha

~ ପ୍ରବୀଣ କୁମାର ପତି

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା – ବୋଇତ & more #KartikPurnima


ଶୁଭ, ନିର୍ମଳ ତଥା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା।
ନମୋ କାର୍ତ୍ତିକେୟ ନମୋ ନମଃ!
ବୋଇତ ବନ୍ଦାଣ ଓ ଭସାଣି:
ଭାସି ଭାସି ଗଲା ମୋ’ ସ୍ମାରକ ବୋଇତ
ଦୀପ ଜଳୁଅଛି: ପ୍ରଜ୍ୱଳିତ ଆଲୋକିତ ଶୁଭ ପ୍ରଭାତ!
ଭାଇ ତଥା ପରିବାର ବର୍ଗ ଏବଂ ବନ୍ଧୁ ସଙ୍ଗାତ!

ଇତି। ପ୍ରବୀଣ କୁମାର ପତି